ନେପାଳରେ ପୁଣି ତେଜିଲା ହିଂସା । ୧୨ ଜିଲ୍ଲାରେ ହେଲା କର୍ଫ୍ୟୁ । ୨ମାସ ପୂର୍ବରୁ ଏପରି ହିଂସା ଦେଖିବାକୁ ମିଳିଥିଲା । ଏନେକ ଧନ ଜୀବନ ହାନୀ ହୋଇଥିଲା । ସରକାର ବଦାଳାଇ ଦେଇଥିଲା ଏହି ହିଂସା । ଜେନ-ଜି ମାନଙ୍କର ହିଂସାର ପୁର୍ନବାର ଦେଖିବାକୁ ମିଳିଛି ନେପାଳରେ । ଶାନ୍ତି ରକ୍ଷା ପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଜେନ-ଜିଙ୍କ ଦ୍ୱାରା ଭାଙ୍ଗାରୁଜା ଚାଲିଛି । ରାଜନୈତିକ ଦଳଙ୍କୁ ନେଇ ଏପରି ହିଂସା ପ୍ରଦର୍ଶନ ଚାଲିଛି । ଏମିତି ହିଂସା ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସବୁ କିଛି ଜଳି ଯାଇଛି ।
ନେପାଳରେ ପୁର୍ନବାର ହିଂସାର ତାଣ୍ଡବ
