କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କ

ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

  • ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ
  • ବାଘର ଗତିବିଧିକୁ ନଜର ରଖିଛି ସ୍ୱତନ୍ତ୍ର ଟିମ
  • ଲଗାଯାଇଛି କ୍ୟାମେରା, ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ
  • ଜଙ୍ଗଲକୁ ପଶୁପକ୍ଷୀ ଛାଡିବାକୁ ବାରଣ

Leave a Reply

Your email address will not be published. Required fields are marked *