ହୋଟେଲ ହେବ ମଙ୍ଗଳ ଗ୍ରହରେ…

ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ଖୁବ ଜଲଦି ମଙ୍ଗଳ ଗ୍ରହରେ ଖୋଲିବାକୁ ଯାଉଛି ହୋଟେଲ l ଆଜ୍ଞା ହଁ କଥାଟା ସମ୍ପୂର୍ଣ ଭାବେ ଆଶ୍ଚର୍ଯ୍ୟ ଲଗାଇଲେ ବି ସତ କାରଣ ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆ ଯାଇକି କୋଉଠି ପହଞ୍ଚିଲାଣି ମନୁଷ୍ୟର କାମ ଏବେ ରୋବଟ କରୁଛି କଣ ଆପଣମାନେ ଏହି ବିଷୟରେ ଆଗରୁ ଅବଗତ ଥିଲେ କି….? ଦିନକୁ ଦିନ ଦୁନିଆ ଆଧୁନିକତା ଆଡକୁ ଗତିକରିବାରେ ଲାଗିଛି l

ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଅନ୍ତରୀକ୍ଷରେ ଏକ ହୋଟେଲ ଖୋଲିବାକୁ ଯାଉଛି । କିନ୍ତୁ ଦୁଃଖର କଥା କି, ଏହି ହୋଟେଲ ମଣିଷଙ୍କ ପାଇଁ ନୁହେଁ ବରଂ ରୋବୋଟମାନଙ୍କ ପାଇଁ ପ୍ରସ୍ତୁତ ହେଉଛି । ତେବେ ଅନ୍ତରିକ୍ଷ ମିଶନରେ ଯାଉଥିବା ରୋବୋଟଙ୍କ ପାଇଁ ସେଠାରେ ରହିବା ପାଇଁ ଜାଗା ଦରକାର ହେଉଛି ।

ଏହାକୁ ଦୃଷ୍ଟିରେ ରଖି ନାସାର ଆରଟୀଟୀଏସ ନିଜର ଆଗାମୀ ଲଞ୍ଚ ସହ ଅନ୍ତରାଷ୍ଟ୍ରୀୟ ରୋବୋଟ ଷ୍ଟେସନର ବାହାରେ ଗୋଟିଏ ‘ରୋବୋଟ ହୋଟେଲ’ ସଂଯୋଗ କରିବାକୁ ଯାଉଛି । ଏଥିରେ ଗୁରୁତ୍ୱପୁର୍ଣ୍ଣ ରୋବୋଟ ଉପକରଣ ପାଇଁ ସୁରକ୍ଷାତ୍ମକ ଭଣ୍ଡାରଣ ରହିବ ।

Leave a Reply

Your email address will not be published. Required fields are marked *