ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୮ତମ `ମନ୍ କୀ ବାତ୍’
ଦେଶବାସୀଙ୍କୁ ମନ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଦେଶରେ କୃଷି କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିଛି
ଭାରତ ୩୫୭ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରି ରେକର୍ଡ କରିଛି
୧୦ ବର୍ଷ ପୂର୍ବ ତୁଳନାରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ୧୦୦ ନିୟୁତ ଟନ୍ ବୃଦ୍ଧି
ସମ୍ବିଧାନ ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା
କ୍ରୀଡାଜଗତରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି
ଖେଳଜଗତରେ ଭାରତୀୟ ପତାକା ଶୋଭା ପାଉଛି
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଦେଶ ଏବଂ ଦେଶବାସୀଙ୍କ ସଫଳତା
ଏକତ୍ରିତ ଭାବନା ସହ ସବୁ କାମ ସଫଳ ହୋଇଥାଏ
୨୫ରେ ରାମ ମନ୍ଦିରରେ ଧର୍ମ ଧ୍ୱଜା ଉତ୍ତୋଳନ କରାଯାଇଥିଲା
ମହୁ ଉତ୍ପାଦନରେ ଭାରତ ନୂତନ ରେକର୍ଡ ସ୍ଥାପନ କରିଛି
ମହୁ ଚାଷ ଦ୍ବାରା ଚାଷୀଙ୍କ ରୋଜଗାର ବୃଦ୍ଧି ପାଉଛି
ଭାରତ ବିମାନ ଚଳାଚଳ କ୍ଷେତ୍ରରେ ପ୍ରମୁଖ ପଦକ୍ଷେପ ନେଇଛି
ମୁମ୍ବାଇରେ INS ମାହେକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା
ଭାରତର ମହାକାଶ ଇକୋସିଷ୍ଟମକୁ ଏକ ନୂତନ ପ୍ରୋତ୍ସାହନ ମିଳିଛି
ଏହା ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ଯୁବଶକ୍ତିର ପ୍ରତିଫଳନ
ଭୋକାଲ ଫର୍ ଲୋକାଲର ମନ୍ତ୍ରକୁ ଆପଣାଇବାକୁ କହିଲେ ମୋଦି
ଦେଶ ସ୍ୱଦେଶୀ ଆଡ଼କୁ ବଢ଼ୁଛି : ମୋଦି
