୫୦ ଲକ୍ଷରେ ଛିଡ଼ିଥିଲା ପୀତବାସଙ୍କ ଜୀବନର ମୂଲ୍ୟ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ପୀତବାସଙ୍କୁ ନମସ୍କାର କରି ଗୁଳି ମାରିଥିଲେ ଦୁର୍ବୃତ୍ତ, ବାର୍ ନିର୍ବାଚନ କାଉନସିଲରୁ ଆରମ୍ଭ ହୋଇଥିଲା ଶତ୍ରୁତା। ପ୍ରେସ ମିଟରେ ବଡ଼ ଖୁଲାସା କଲେ ବ୍ରହ୍ମପୁର ଏସପି। ଓଡ଼ିଶାରୁ ଦିଲ୍ଲୀ, ବିହାର ଓ କୋଲକାତାକୁ ଲମ୍ବିଛି ଚେର। ୫୦ ଲକ୍ଷରେ ଛିଡ଼ିଥିଲା ପୀତବାସଙ୍କ ଜୀବନର ମୂଲ୍ୟ। ସନ୍ଦିଗ୍ଧଙ୍କୁ ଅଜ୍ଞାତ ଜେରା, ୧ ହଜାର ସିସିଟିଭି ଯାଂଚ କରିଥିଲା ପୁଲିସ। ପୀତବାସଙ୍କୁ ନମସ୍କାର କରି ଗୁଳି ମାରିଥିଲେ ଦୁର୍ବୃତ୍ତ। ବାର୍ ନିର୍ବାଚନ କାଉନସିଲରୁ ଆରମ୍ଭ ହୋଇଥିଲା ଶତ୍ରୁତା। ଗିରଫ ତାଲିକାରେ ରହିଛନ୍ତି ୧୨ ଅଭିଯୁକ୍ତ।
ବିକ୍ରମ ପଣ୍ଡା, ପୂର୍ବତନ ବିଜେଡି ବିଧାୟକ
ଶିବସୁନ୍ଦର ଦାସ, ପୂର୍ବତନ ବିଇଏମସି ମେୟର
ମଳୟ ବିଶୋୟୀ, ୪୧ ନମ୍ବର ୱାର୍ଡ କର୍ପୋରେଟର
ମଦନ ଦଳେଇ
ଚିଣ୍ଟୁ ପ୍ରଧାନ
ଯୋଗେନ୍ଦ୍ର ରାଉତ
ରାଜେନ୍ଦ୍ର ସାହୁ
କୁରୁପତି ଭୂୟାଁ

Leave a Reply

Your email address will not be published. Required fields are marked *