ହ୍ରିତିକ ରୋଶନ ପ୍ରଥମଥର ପାଇଁତାଙ୍କର ଜିଏଫ ଫଟୋ ସେୟାର କରିଛନ୍ତି

ଫୋକସ ପ୍ଲସ(ବ୍ୟୁରୋ): ହ୍ରିତିକ ରୋଶନ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ଏକ ଫଟୋ ସେୟାର କରିଛନ୍ତି। ଯେତେବେଳେ ଦୁହେଁ ଲଣ୍ଡନରେ…