Shimla Masjid Case : ମସଜିଦ ବିବାଦ : ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ହିମାଚୟାଳପ୍ରଦେଶ ଶିମଲା ଅନ୍ତର୍ଗତ ସଞ୍ଜୌଲି ଅଞ୍ଚଳର ପ୍ରବେଶ ପଥ ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଓ ପୁଲିସ୍‌। ସ୍ଥିତି ଏପରି ହୋଇଛି ଯେ ବିକ୍ଷୋଭକାରୀଙ୍କ ଘଉଡ଼ାଇବା…