ଚିକିଟୀ ବ୍ଲକ ରେ ଭିର୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ଭତ୍ତା,ଟ୍ରାଇ ସାଇକେଲ ଓ ଋଣ ପ୍ରଦାନ କଲେ ମନ୍ତ୍ରୀ।
ଚିକିଟୀ,ବ୍ରହ୍ମପୁର18/12/2023; ବ୍ଳକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି…
