କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବୋକେୟା ଭଡା ଆଦାୟ

କୋରାପୁଟ; ଆଜି କୋଟପାଡ଼ ଏନ ଏ ସି ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଖୋରାଙ୍କ ଅଧ୍ୟକ୍ଷତାରେ କୋଟପାଡ଼ ଟାଉନ ହଲ, କେନ୍ଦୁଗୁଡା ସ୍ଥିତ ଷ୍ଟୋଲ,…