ବାର୍ଷିକ ଅଧିବେଶନ କୃଷି ବ୍ୟବସାୟୀ ସଂଘ ନୂଆ କମିଟି ଚୟନ

କୋରାପୁଟ:  ‘ଜୟପୁର ଉପଖଣ୍ଡ ଖୁଚୁରା କୃଷି ବ୍ୟବସାୟୀ ସଂଘ’ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସାର, ବିହନ, କୀଟନାଶକ ବ୍ୟବହାର ସହ ବଦଳୁଥିବା ସରକାରୀ ନୀତି ଉପରେ…