ଶାରଦୀୟ ଅମୃତ କୁମ୍ଭ ବିଜେତା ଘୋଷଣା କଲା ଟିପିଏନଓଡିଏଲ

ବାଲେଶ୍ବର: ଶାରଦୀୟ ଅମୃତ କୁମ୍ଭ’ ଅଫରର ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରିଛି ଟିପିଏନଓଡିଏଲ।ଦୁର୍ଗାପୂଜା ଅବସରରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଫର ଉପଲବ୍ଧ କରାଯାଇଥିବାବେଳେ ଲକି…