ବାରହା ପାଇଁ ବିଛା ଯାଇଥିଲା ଫାଶ । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶିଶୁ ମୃତ ।

ସୁବର୍ଣ୍ଣପୁର: ଉଲୁଣ୍ଡା ବନାଞ୍ଚଳ ସିଂହପାଲି ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା 2 ନିଷ୍ପାପ ଶିଶୁଙ୍କ ଜୀବନ । ବାର୍‌ହା ଫାଶରେ ପଡି ଦୁଇ…