୨୪ ଘଣ୍ଟାରେ ମାତ୍ର ୪ ସେକେଣ୍ଡ ପାଇଁ ଶୋଇଥାଏ ଏହି ପ୍ରାଣୀ, ବୈଜ୍ଞାନିକ ବି ଜାଣି ହେଲେ ଆଶ୍ଚର୍ଯ୍ୟ.

ଭୁବନେଶ୍ଵର: ମଣିଷ ହେଉ କି ପଶୁ-ପକ୍ଷୀ । କ୍ଳାନ୍ତ ତ ସମସ୍ତେ ହୋଇଥାନ୍ତି । ଖାସକରି ସେତେବେଳେ ଯେତେବେଳେ ସେମାନଙ୍କ ପାଖରେ ଛୋଟ ଛୁଆକୁ ସମ୍ଭାଳିବାର ଦାୟିତ୍ଵ…