‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ ପାଇଁ ମାର୍ଗଦର୍ଶିକା : ବଢ଼ିଲା ମେଧାବୃତ୍ତି ଓ ମେଧା ସଂଖ୍ୟା!!

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌ ପ୍ରଦାନ କରିବା ପ୍ରଣାଳୀକୁ ସରକାର ସରଳ କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍କଲାରସିପ୍‌…