ଦିବାଲୋକରେ ଅଳଙ୍କାର ଦୋକାନରୁ ରୁ ବ୍ୟାଗ୍ ନେଇ ମଟର ସାଇକେଲ ରେ ଚମ୍ପଟ ମାରିଲେ ଦୁବୃତ୍ତ। C. C. TV ରେ କଇଦେ ହେଲା ପୁରା ଘଟଣା |

ନିଶ୍ଚିନ୍ତକୋଇଲି14/11/2023; ଉକ୍ତ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ବଜାର ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ସୋପ୍ ରେ।ଲକ୍ଷ୍ମୀନାରାୟଣ ଜୁଏଲାରୀ ଦୋକାନର ମାଲିକ…