ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଦୌଡ଼ରେ ନୀରଜ।

ଫୋକସପ୍ଲୁସ15/11/2023; ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ତଥା ବିଶ୍ବ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷ ପାଇଁ ବିଶ୍ବର ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଅଛନ୍ତି। ମଙ୍ଗଳବାର…