ଜଖପୁରା ଗ୍ରାମରେ ଶାନ୍ତି ଶୁଙ୍ଖଳା ରକ୍ଷା ପାଇଁ ଥାନାର ଦ୍ବାରାସ୍ଥ ହେଲେ ଜଖପୁରା ଆବାଳବୃଦ୍ଧବନିତା |

ଯାଜପୁର16/11/2023; ଜଖପୁରା ଥାନା ଅନ୍ତର୍ଗତ ଜଖପୁରା ଗ୍ରାମ ରେ କିଛି ଦିନ ହେବ କିଛି ହାତଗଣତି ପରିବାର ଯୁବକ ମାନଙ୍କୁ ଧରି ସେହି ଗ୍ରାମ ର କିଛି…