ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭୋଟ୍‌ ଆଜି |

ଭୋପାଳ17/11/2023: ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ଏବଂ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ଆସନ୍ତାକାଲି (ଶୁକ୍ରବାର) ଭୋଟ୍‌ ଗ୍ରହଣ ହେବ। ମଧ୍ୟପ୍ରଦେଶ ନିର୍ବାଚନରେ ୨୫୩୩…