ଜିଲ୍ଲା ଅବକାରୀ ବିଭାଗ ର ସୁପରିଟେଣ୍ଟେଡ଼ ଙ୍କ ବାସଭବନ ରେ ଭିଜିଲାନ୍ସ ଚଢ଼ାଉ |

ନବରଙ୍ଗପୁର24/11/2023; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟ ଙ୍କ ଘରେ ଭିଜିଲାନ୍ସ ରେଡ଼, ନବରଙ୍ଗପୁର…