ଜମା ଅର୍ଥ ଫେରସ୍ତ ଦାବୀରେ ରାଜରାସ୍ତାରେ, ସାହାରା ଜମାକାରୀ ।

ବ୍ରହ୍ମପୁର22/11/2023; ଆଜି ବ୍ରହ୍ମପୁର ଜିଲ୍ଲାର ସମସ୍ତ ସାହାରା ଜମାକାରୀ ଏକ ଶୋଭାଯାତ୍ରାରେ ବାହାରୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ୬ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି…