୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡି ଟୁର୍ନାମେଣ୍ଟ ଉଦଯାପିତ |

  ଗଞ୍ଜାମ 09/11/23:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବୁଗୁଡ଼ା ପିପୁଲ୍ସ କଲେଜ ଠାରେ ୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି,ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ଯୋଗଦେଇଥିଲେ…