ଜନ୍ମ କରି ନବଜାତ ଶିଶୁ କନ୍ୟା କୁ ନାଳକୁ ଫିଙ୍ଗି ଦେଲା ନିଷ୍ଠୁର ମା” ।

ଅନୁଗୁଳ13/11/2023; କୁହାଯାଏ ମା” ର ପ୍ରେମ ସବୁବେଳେ ସ୍ୱାର୍ଥବିହୀନ , ଆଉ ମା”ର ମମତା ଚିର ହୃଦୟ ର ସ୍ପନ୍ଦନ । କିନ୍ତୁ ଏଭଳି ଜଣେ ମା”…