କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ ।

ଫୋକସ ପ୍ଲସ09/12/2023 ;ଶୁକ୍ରବାର ଦିନ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବାମପାଶ୍ୱର୍ ନିତମ୍ବାସ୍ଥି ଖଞ୍ଜାର ସମ୍ପୂର୍ଣ୍ଣ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା କଥା ‘ଯଶୋଦା…