ମଣିଷ ଓ ଚାରି ମାସ ର ହରଣ ଶାବକ ମଧ୍ୟରେ ନିଆରା ସମ୍ପର୍କ l

ସ୍ପେସିଆଲ ଷ୍ଟୋରୀ06/12(ଫୋକସ ପ୍ଲସ); ପ୍ରେମ ବିଶ୍ୱାସ ଭଲପାଇବା ମଧ୍ୟରେ ବାନ୍ଧି ହୋଇଛି ଏକ ନିରୀହ ଜିବ,ଦର୍ଶକ ବନ୍ଧୁ ଆଜିକା ଜୀବନରେ ମଣିଷ ମଣିଷ କୁ ବିଶ୍ବସ କରୁନାହିଁ…