ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ହାତବୁଣା ସାଲ୍ ଓ ଲାଞ୍ଜିଆ ଶୌରାଙ୍କ ସହସହ ବର୍ଷ ପୁରାତନ ଈଡିତାଲ ଚିତ୍ରକଳାକୁ ମିଳିଲା ଜିଆଇ ଟ୍ୟାଗ |
ବିଷମ କଟକ04/01/2024; ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ନିୟମଗିରି ପାଦ ଦେଶରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତ ବୁଣା ସାଲ୍ ବା କପଡା ଗୁନ୍ଦାକୁ…