ଦେଶ ସ୍ୱଦେଶୀ ଆଡ଼କୁ ବଢ଼ୁଛି : ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୮ତମ `ମନ୍ କୀ ବାତ୍‌’ଦେଶବାସୀଙ୍କୁ ମନ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଦେଶରେ କୃଷି କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିଛିଭାରତ ୩୫୭ ନିୟୁତ ଟନ୍ ଖାଦ୍ୟଶସ୍ୟ…

ବିଦ୍ୟାଳୟରେ ଚାଲିଗଲା ଶିଶୁର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ଡରବନ୍ଦ ପାଞ୍ଚଯାତର ଧରମସାଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିଶୁ ବିଦ୍ୟାଳୟରେ ଖେଳୁଥିବା ସମୟରେ…

କୋଇଡ଼ାରେ ବେଆଇନ ଖଣି ଖନନ, ଗିରେୱାଲ୍ ଖଣିକୁ କାରଣ ଦର୍ଶାଅ ନୋଟିସ୍

ସୁନ୍ଦରଗଡ ଜିଲ୍ଲାରେ ବେଆଇନ ଖଣି ଖନନକୁ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର SIT ଟିମ୍ ଖୋଳତାଡ କରୁଛି। ଅନ୍ୟ ପଟେ ବେଆଇନ ଭାବେ ଜମି ଅଧିଗ୍ରହଣ କରି ଖଣି…

ନିର୍ବାଚନ ପାଇଁ ସରିଲା ପ୍ରଚାର, ନଭେମ୍ବର ୧୧ରେ ମତଦାନ

ନିର୍ବାଚନ ପାଇଁ ସରିଲା ପ୍ରଚାର, ନଭେମ୍ବର ୧୧ରେ ମତଦାନବିହାର ବିଧାନସଭା ପାଇଁ ୨୦ ଜିଲ୍ଲାର ୧୨୨ ଆସନରେ ମତଦାନନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ହେବ ମତଦାନବିହାରରେ ଏନ୍‌ଡିଏକୁ ମୁକାବିଲା…

ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ।

ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ । ଅନ୍ୟପଟେ ରାଜ୍ୟକୁ ବହୁଛି ଉତ୍ତରା ଶୁଷ୍କ ଥଣ୍ଡା ପବନ । ଯାହାର ପ୍ରଭାବରେ ଆସନ୍ତାକାଲିଠୁ…

ଘଟଣାସ୍ଥଳରେ ଡ୍ରାଇଭର୍ ଓ ହେଲପର୍‌ଙ୍କ ମୃତ୍ୟୁ, ୯ ଯାତ୍ରୀ ଗୁରୁତର

ଜଳେଶ୍ୱର:60 ଜାତୀୟ ରାଜପଥ ଜଳେଶ୍ୱର ଲଷ୍ମଣ ନାଥ ଟୁଲ ଗେଟ ପାଖରେ ଭୟଙ୍କର ବସ ଦୁର୍ଘଟଣା 2ମୃତ 10ଗୁରୁତର, ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡିଲଫିନ…

କାନାରା ବ୍ୟାଙ୍କ ଖାଲି ପଦବୀ ଘୋଷଣା କରିଛି, ତୁରନ୍ତ ଆବେଦନ କରନ୍ତୁ

କାନାରା ବ୍ୟାଙ୍କ ବିଭିନ୍ନ ପଦବୀ ପାଇଁ ଏକ ବଡ଼ ନିଯୁକ୍ତି ଅଭିଯାନ ଘୋଷଣା କରିଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ…

ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟମାନେ ତାଙ୍କ ସଭାରେ ଯୋଗ ଦେଇପାରିବେ କି, ଏଥିପାଇଁ କ’ଣ ନିୟମ ଅଛି?

ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ସମୟରେ କେବଳ ସେହି ଅଧିକାରୀମାନେ ଯୋଗ ଦେଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟମାନେ ତାଙ୍କ ବୈଠକରେ ଯୋଗ…

କମିଲା GST ହାରକାହା ଉପରେ କେତେ ଜିଏସଟି ?

୧୮% ଜିଏସଟିଏସି, ଟିଭି, ୱାସିଂ ମେସିନ୍, କାର ପାର୍ଟ୍ସ,ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) ୫% ଜିଏସଟିକେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ,…