ଶ୍ରୀବିଗ୍ରହଙ୍କ ଚାଲିଛି ସ୍ୱତନ୍ତ୍ର ଉପଚାର।ବଡ଼ଦେଉଳରେ ନିରବତା

ସ୍ନାନ ପୂର୍ଣ୍ଣିମା ନିଶାର୍ଦ୍ଧରୁ ଦାରୁବ୍ରହ୍ମ ଅଣସରେ । ୧୦୮ ଗରା ସୁନା କୂଅ ଜଳ ସ୍ନାନ କରି ଜ୍ୱରରେ ମହାପ୍ରଭୁ । ଉପଚାର ପାଇଁ ଆରମ୍ଭ ହୋଇଛି…

ବଜ୍ରାଘାତରେ ୪୦ ଛେଳି ମୃତ, ମୁଣ୍ଡରେ ହାତଦେଇ ବସିଛି ଛେଳି ଚାଷୀ।

ବଜ୍ରାଘାତରେ ୪୦ ଛେଳି ମୃତଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଖଇରଝୋଳା ଗାଁରେ ବଜ୍ରାଘାତବଜ୍ରାଘାତରେ ୪୦ ଛେଳି ମୃତମୃତ ଛେଳି ବଇଁଶୀ ଗୌଡ଼ଙ୍କରସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରାଘାତରେ ଛେଳି ମୃତ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ତାହା ସମସ୍ତେ ଜାଣନ୍ତି ହେଲେ…..

ତମାଖୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ତାହା ସମସ୍ତେ ଜାଣନ୍ତି । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ଧୂମପାନ ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ…

ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି: ପ୍ରଭାତୀ ପରିଡ଼ା

ଲକ୍ଷପତି ଦିଦି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ବୋଧନ।ବିକଶିତ ଭାରତ ଗଠନ ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେଓଡ଼ିଶା…

କେନ୍ଦ୍ରାପଡାର ମହାକାଳପଡାରେ ବିଜେଡିକୁ ଶକ୍ତ ଝଟକା।

ଗୋଟିଏ ପରେ ଗୋଟିଏ ବିଜେଡିର ଗଡ ଭାଙ୍ଗୁଛି। ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକଙ୍କ ଗଡରେ ଶକ୍ତି ଦେଖାଇଛି ବିଜେପି।ସରକାରୀ ଦଳର ଗୋଟି ଚାଳନାରେ ଶକ୍ତ ଧକ୍କା…

ଜଙ୍ଗଲ ମାଫିଆଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା

ଜଙ୍ଗଲ ମାଫିଆଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ୩୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକ ହିନ୍ଦୋଳ ରେଞ୍ଜର…

୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର,୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା

କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼କୁ ରେଡ୍‌ ଆଲର୍ଟ-ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ମଧ୍ୟ ରେଡ୍‌ ଆଲର୍ଟ-ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା

ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍

-ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍-ସୋଫିଆନ, କୁଲଗାମ, ପୁଲଓ୍ବାମା ଓ ଅନନ୍ତନାଗରେ ଚେକିଂ-ଆତଙ୍କୀ ଆକ୍ରମଣ ଘଟଣାରେ ଛାନବିନ୍-ସୀମାରେ ଧିରେ ଧିରେ ସୁଧୁରୁଛି ସ୍ଥିତି

‘+୨ ପଢ଼ିବା ବେଳେ ରାତି ୩ଟାରୁ ଉଠି ଚାଷ କରିଛି’: ମୁଖ୍ୟମନ୍ତ୍ରୀ

ଚାଷୀଭାବେ ନିଜର ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ ‘କଲେଜରେ ପଢ଼ିବା ଦିନରୁ ଚାଷର ଅନୁଭୂତି ଅଛି’‘ମୁଁ ଚାଷୀ ପରିବାରରୁ ଆସିଛି, ଖରାରେ ହଳ କରିଛି’‘+୨ ପଢ଼ିବା ବେଳେ ରାତି…

ଆଜିଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ -ଆଚାର୍ଯ୍ୟ ଖେଳ ପଡ଼ିଆର ହେଲିପେଡ୍‌ରେ ଓହ୍ଲାଇବେ-ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିବେ, ଯାତ୍ରାରେ ସାମିଲ ହେବେ-ମା’ଙ୍କ ମନ୍ଦିରର ଉନ୍ନତି କାର୍ଯ୍ୟ…

ସୁଲତା ଯୋଗ୍ୟତା ବଳରେ ନୁହେଁ, ମ୍ୟାନେଜକରି ପହଞ୍ଚିଛନ୍ତି ରାଜ୍ୟସଭା:ଜୟ ନାରାୟଣ

କାଶ୍ମୀର ଆତଙ୍କବାଦୀ ଆକ୍ରମଣ ନେଇ ସୁଲତା ଦେଓଙ୍କ ବୟାନ ପ୍ରସଙ୍ଗସାଂସଦ ସୁଲତା ଦେଓଙ୍କ ବୟାନକୁ ନେଇ ବର୍ଷିଲେ ଜୟ ନାରାୟଣ ମିଶ୍ରସୁଲତା ଯୋଗ୍ୟତା ବଳରେ ନୁହେଁ, ମ୍ୟାନେଜକରି…