ଅନ୍ଧାରରେ ଚିକିତ୍ସା
ପୁରୀ : ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର । ଏପରି ଅଭାବନୀୟ ଦୃଶ୍ୟ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ…
Breaking And Latest News Of Odisha
ପୁରୀ : ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର । ଏପରି ଅଭାବନୀୟ ଦୃଶ୍ୟ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ…
ଲଣ୍ଡନ: ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରିଟେନ୍ ଗସ୍ତରେ ଥିବା ମୋଦୀ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।…
ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି କରନ ଦେବଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ସୁଷ୍ମିତା…
ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ପାଣି ଲାଗି କରିବାକୁ କାଉଡ଼ିଆ…
ଅନୁଗୁଳ ଜିଲ୍ଲା, ଅନୁଗୁଳ,କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଗତକିଛିଦିନ ହେବ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଖାଉଟି ମାନେ ପନିପରିବା କେ.ଜି. ପିଛା ୫୦ ଟଙ୍କାରୁ…
ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,, ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ…
ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ତେଜସ୍ୱୀ ଯାଦବ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ…
-ଆନନ୍ଦପୁର: ବିଷାକ୍ତ ଛତୁ ଖାଇ ୪ ଜଣ ଗୁରୁତର-ବାଲିଆ ଗାଁରେ ଗୋଟିଏ ପରିବାରର ସମସ୍ତେ ଗୁରୁତର-ସମସ୍ତ ଗୁରୁତର ଆନନ୍ଦପୁର ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୫/୦୬: ୧୯୭୫ ଜୁନ୍ ୨୫ ରାତିରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ମାର୍ଚ୍ଚ ୨୧ ୧୯୭୭ ମସିହା (୨୧ ମାସ) ଯାଏ ତତ୍କକାଳୀନ ପ୍ରଧାନମନ୍ତ୍ରୀ…
ବିଷ ପିଇ ଶାଶୁ-ବୋହୂ ମୃତ, ସ୍ବାମୀ ଗୁରୁତର-କଟକ ଜିଲ୍ଲା ବଡ଼ମ୍ବା ବଡ଼ବାରସିଂହ ଗାଁରେ ଅଭାବନୀୟ ଘଟଣା-ପାରିବାରିକ କଳହରୁ ବିଷ ପିଇଥିବା ସୂଚନା-ଗୁରୁତର ସ୍ୱାମୀ ବଡ଼ମ୍ବା ମେଡିକାଲରେ ଭର୍ତ୍ତି-ଅପମୃତ୍ୟୁ…
ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ PC‘ଦୁର୍ଘଟଣା ବେଳେ ୬୫୦ ଫୁଟ୍ ଉପରେ ଥିଲା ବିମାନ’‘ଉଡ଼ାଣ ଭରିବାର କିଛି ସେକେଣ୍ଡରେ କ୍ରାସ’‘ଇମର୍ଜେନ୍ସି ସୂଚନା ଦେଇଥିଲେ ପାଇଲଟ୍’‘ଗତାକାଲି ଉଦ୍ଧାର ହୋଇଛି…