କର୍କଟ ପୀଡିତାଙ୍କ ପୁଅକୁ ଇଞ୍ଜିନିୟରିଙ୍ଗ ପଢାଇଲେ ବିଜେପି ଯୁବନେତା

ଫୋକସ ପ୍ଳସ(କୋରେଇ): ଅସହାୟ ଗରିବ କର୍କଟ ପୀଡିତାଙ୍କ ପୁଅକୁ ଇଞ୍ଜିନିୟରିଙ୍ଗ ପାଠ ପଢ଼େଇବେ କୋରେଇ ବିଜେପି ର ଯୁବନେତା ତଥା ଅପ୍ସା ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ…