ଭିନ୍ନକ୍ଷମଙ୍କୁ ମିଳୁନି ଭିନ୍ନକ୍ଷମ ପ୍ରମାଣ ପତ୍ର

ଫୋକସ ପ୍ଲସ(ଆଳି): କେବେ ମିଳିବ ଦେବାଶିଷଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର |ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଅନେକ ଯୋଜନାମାନ କାର୍ଯ୍ୟ କରୁଛନ୍ତି…