ନଦୀ ପାଣିରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ

ଫୋକସ ପ୍ଲସ(କାଶୀପୁର): କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ଲେଲିଗୁମା ଗାଁକୁ ନାହିଁ ରାସ୍ତା |ଫଳରେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସାମ୍ମନା କରୁଛନ୍ତି ଗ୍ରାମବାସୀ |ରାସ୍ତା…