ଫିଲ୍ମ ବ୍ରହ୍ମାସ୍ତ୍ର ୧୬ ଦିନର ବକ୍ସ ଅଫିସ୍ କଲେକ୍ସନ

ଫୋକସ ପ୍ଲସ(ବ୍ୟୁରୋ): ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ଚମତ୍କାର ସ୍ଥିତି ଜାରି ରଖିଛି। ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର…