ରୋଗ ଶଯ୍ୟାରେ ପଡ଼ି ଜୀବନ ଭିକ୍ଷା ମାଗୁଛି ୧୬ ବର୍ଷର ଝିଅ ପ୍ରତିମା।

ଚାନ୍ଦବାଲି୦୧/୦୨/୨୦୨୪: ଦିନେ ଇନଷ୍ଟାଗ୍ରାମରେ ରିଲିସ୍ କରି ନିଜେ ନାଚିବା ସହିତ ଅନ୍ୟ ମାନଙ୍କୁ ନିଜର ନୃତ୍ୟ ଓ ଅଭିନୟର ଯାଦୁ ମାଧ୍ୟମରେ ହସେଇ ହସେଇ ବେଦମ୍ କରୁଥିଲା…