ଗାଁ କୁ ନାହିଁ ଭଲ ରାସ୍ତା ଟିଏ,ପ୍ରସବ ବେଦନା ହେଲେ ବୁହା ହେଉଛନ୍ତି ନୀରିହ ପାହାଡିଆ ଗରିବ ମହିଳା ।

କଳାହାଣ୍ଡି ୩୦/୦୨/୨୦୨୪: ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁକୁ ଯାଇପାରି ନଥିଲା ଆମ୍ବୁଲାନ୍ସ | ତିନି କିଲୋମିଟର ଟ୍ରେଚରରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିଲେ…