କୋରାପୁଟ କୋଲାବ ବନ୍ଧ କେବେ ହେବ ଡ଼ିଜିଟାଲ ?

କୋରାପୁଟ04.01.2024; କୋରାପୁଟ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି। ହେଲେ ସେଥି ମଧ୍ୟରୁ କୋଲାବ ବନ୍ଧ ଅନ୍ୟତମ । ପ୍ରତିଦିନ ହଜାରହଜାର ପର୍ଯ୍ୟଟକ ଦେଖିବାକୁ ଦେଶ ବିଦେଶରୁ ଆସିଥାନ୍ତି।…