କାନ୍ଦି ପକାଇଲେ କିମ ଜୋଙ୍ଗ ଉନ, ଆସନ୍ତୁ ଜାଣିବା ଉତ୍ତର କୋରିଆର ଶାସକ କାହିଁକି ଭାବପ୍ରବଣ ହେଲ |

ଦେଶବିଦେଶ06/12(ଫୋକସ ପ୍ଲସ); ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ ଉତ୍ତର କୋରିଆର ମହିଳାମାନଙ୍କୁ ଯଥାସମ୍ଭବ ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି। ଯେତେବେଳେ ସେ ଏ…