ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ, ୧୬ରେ ପ୍ରବଳ ବର୍ଷା; ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ଆଣୁଛି ବର୍ଷା । ଭିଜିବ ଓଡ଼ିଶା । ଦକ୍ଷିଣ ଆଣ୍ଡମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ କ୍ଷେତ୍ର। ଆଜି ଏହା ଲଘୁଚାପରେ ପରିଣତ ହେବ ।…