ଜଳ ସେଚନ ସହ ଚାଷି ଙ୍କ ସମସ୍ୟା ସମାଧାନ ଦାବିରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଛତ୍ରପୁର ଠାରେ ବିଶାଳ ସମାବେଶ l

ଗଞ୍ଜାମ: ଅଖିଳ ଭାରତ କୃଷକ ସଭା ପକ୍ଷରୁ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡଠାରେ ଜିଲ୍ଲାସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଆଇକେଏସ୍‌ର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ…