ହାପି ଖ୍ରୀଷ୍ଟମାସ ବଦଳରେ ମେରୀ ଖ୍ରୀଷ୍ଟମାସ କାହିଁକି କୁହାଯାଏ ? ଜାଣନ୍ତୁ ଏହାର କାରଣ . .

ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଏହି ଦିନକୁ ବଡ ଦିନ ମଧ୍ୟ କୁହାଯାଏ । ଏହାସହ…

ହାଇକୋର୍ଟରେ ବୈକୁଣ୍ଠ ଆଶ୍ରମ ମାମଲା: 3ରେ ଶୁଣାଣି

କଟକ: ହାଇକୋର୍ଟରେ ବୈକୁଣ୍ଠ ଆଶ୍ରମ ମାମଲାନକଲି ଚିଠିର ସତ୍ୟତା ସମ୍ପର୍କରେ ଜଣାଇବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶଏନେଇ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟଆଶ୍ରମ ଜମିକୁ…

ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

କେନ୍ଦୁଝର: ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍‌ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌ଭୁବନେଶ୍ବର, କେନ୍ଦୁଝର, ଯାଜପୁର ସମେତ ୭ଟି…

ସରିଲା ଛୁଟି,ଡିୟୁଟି ରେ ଜଏନ୍ କରନ୍ତୁ।’ ଏମିତି ରାଜ୍ୟ ସରକାର IAS ସୁଜାତାଙ୍କୁ ସିଧା କହିଛନ୍ତି ।

IAS ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛୁଟି ଆବେଦନକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି ରାଜ୍ୟ ସରକାର । ଆଉ ବଢିବନି ସୁଜାତା ପାଣ୍ଡିଆନଙ୍କ ଛୁଟି । ଆଜି ତାଙ୍କର…

ଏଟି ମାମଲାରେ ଚାର୍ଜଫ୍ରେମ୍‌

ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍‌ କରିଛି…

ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ

ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍‌ଏମ୍‌ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ…

୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଆଗାମୀ ୩ ଦିନରେ ବଢିବ ଶୀତ ଲହରୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ପାରଦ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଥିବାରୁ…

ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି।

ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ…

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌; ୧୫ରୁ ଅଧିକ ଯାତ୍ରୀ ମୃତ..

ଡେରାଡୁନ୍‌ : ଉତ୍ତରାଖଣ୍ଡର ଅଲମୋରା କୁପିରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସି ୧୫ରୁ ଯାତ୍ରୀ ଯାତ୍ରୀଙ୍କ…