ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ
୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଧରାପଡ଼ିଲେମନରେଗା ଅର୍ଥ ରିଲିଜ୍ ପାଇଁ ଲାଞ୍ଚ ନେଲା ବେଳେ…
Breaking And Latest News Of Odisha
୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଧରାପଡ଼ିଲେମନରେଗା ଅର୍ଥ ରିଲିଜ୍ ପାଇଁ ଲାଞ୍ଚ ନେଲା ବେଳେ…
ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ASI୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସବ୍ରହ୍ମପୁର ମହିଳା ଥାନାର ASI ବବିତା ସୁନାଭିଜିଲାନ୍ସ ପକ୍ଷରୁ ଥାନାରେ କାଗଜପତ୍ର ଯାଞ୍ଚ
ନବରଙ୍ଗପୁର: ନନ୍ଦାହାଣ୍ଡିର ପଡ଼ାଲଗୁଡ଼ାରେ 4 ଶ୍ରମିକଙ୍କ ମୃତ୍ୟୁପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ମୃତ4 ମୃତକ- ଏମ ସନ୍ତୁ, ଅମିର ଖୁରା, ତ୍ରିଲୋଚନ ଭତ୍ରା…
ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦୦ ବସ୍-ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ପରିବହନ କମିଶନରଙ୍କ ସୂଚନା-ପୁରୀ ତାଳବଣିଆ ଏବଂ ମାଳତିପାଟପୁରରେ ହେବ ବସ୍…
ଲକ୍ଷପତି ଦିଦି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ବୋଧନ।ବିକଶିତ ଭାରତ ଗଠନ ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେଓଡ଼ିଶା…
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକାସାଙ୍ଗେ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଅପରାହ୍ନରେ…
ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ କରାଯିବ। ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର…
ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୬ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ…
ସାମ୍ପ୍ରତିକ ସ୍ଥିତିରେ ୧୧ଟି ଟ୍ରେନ୍ ବାତିଲ, ୯ ଆଂଶିକ ବାତିଲ-ଭୁବନେଶ୍ବର ଦେଇ ଯାଉଥିବା ହୀରାକୁଦ ଏକ୍ସପ୍ରେସ୍ ଆଂଶିକ ବାତିଲ-ବିଶାଖାପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ, ଅମୃତସର ଯିବନି-ସମ୍ପୂର୍ଣ୍ଣ ଓ…
ପୁରୀରେ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀବିମାନ ବନ୍ଦରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁମୋଦନବିମାନ ବନ୍ଦର ଯୋଗୁଁ ଧାର୍ମିକ, ପର୍ଯ୍ୟଟନ ଓ ଆଞ୍ଚଳିକ…
ଶୁଭାରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟଏହାରି ଭିତରେ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠବୌଦ୍ଧରୁ ଆସି ପହଞ୍ଚିଛି ୨୮ ଖଣ୍ଡ କାଠଏଥିରେ ରହିଛି ୧୬ଟି ଧଉରା…
ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି।…