ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ

ବୌଦ୍ଧ: ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ହସ୍ତତନ୍ତ ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ…

ନେହେରୁଙ୍କଠୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ଯାଏ କଂଗ୍ରେସ ନେତୃତ୍ବ ଭୁଲ ଥିଲା: ଶାହ ।

ପାକିସ୍ତାନ ଆତଙ୍କବାଦର ଜନ୍ମସ୍ଥାନ ଆଉ କଂଗ୍ରେସ ବଡ଼ ଭୁଲ ହେଉଛି ପାକିସ୍ତାନ । ଆତଙ୍କବାଦର ମୂଳଦୁଆ ହେଉଛି ପାକିସ୍ତାନ । ଦେଶ ବିଭାଜନ ପାଇଁ ବି କଂଗ୍ରେସ…

ସବୁ ସ୍କୁଲରେ ଲାଗିବ CCTV: ମନ୍ତ୍ରୀ

CBSE ସ୍କୁଲ୍ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ CCTVସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି…

କାଉଡିଆଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର; ଚାଲିଗଲା ୪ ଜୀବନ, ଅନେକ ଆହତ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗ୍ୱାଲିୟରର ଉଟିଲା ଅଞ୍ଚଳ ନିକଟରୁ ପାଣି ଭର୍ତ୍ତି କରି କାଉଡିଆ ଦଳ ଯାଉଥିଲେ। ହେଲେ ବିଳମ୍ବିତ ରାତିରେ, ସେମାନେ…

ଭାଉଜଙ୍କୁ ଆକ୍ରମଣ କରି ବନ୍ଧା ହେଲା ଦିଅର।

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ଗୀତାଞ୍ଜଳି ପ୍ରଧାନଙ୍କୁ ତାଙ୍କ ଦିଅର ପ୍ରଶାନ୍ତ ପ୍ରଧାନ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।…

କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା

-ମାଲକାନଗିରି IICଙ୍କୁ ବିକ୍ଷୋଭକାରୀଙ୍କୁ ଦୁର୍ବ୍ୟବହାର ଘଟଣା-କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା-IICଙ୍କୁ ଜୋର ଜବରଦସ୍ତ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ ପାଇଁ ମାମଲା ମାନସ…

ଆସିଲା ବଡ଼ ଅପଡେଟ :ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣାସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବସ୍କୁଲ ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳପ୍ରବଳ ବର୍ଷା ସମ୍ଭାବନା ଥିବାରୁ…

୮0 ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ବିଷମକଟକ ସିଡିପିଓଙ୍କ ସହ କିରାଣୀ।

ରାୟଗଡ଼ା: ଲାଞ୍ଚ ନେଇ ଧରାପଡ଼ିଲେ ବିଷମକଟକ ସିଡିପିଓସିଡିପିଓ ସୁଶୀଳା ଶବରଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସସିଡିପିଓଙ୍କ ସହ କିରାଣ ରାମଚନ୍ଦ୍ର ପାତ୍ର ମଧ୍ୟ ଧରାପଡ଼ିଲେଜଣଙ୍କ ଠାରୁ 80…

ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ ଭୋଗରାଇ ଥାନା IIC, ସସ୍‌ପେଣ୍ଡ୍ ହେଲେ

ଜଳେଶ୍ବର: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପିଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେବିନା ମାମଲାରେ…

ସ୍ନାନପୂର୍ଣ୍ଣିମାରେ ପୁରୀରେ ଗଡିଲା ମୁଣ୍ଡ

ପୁରୀ, ୧୧।୬ : ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା। ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ।…