ଓଡ଼ିଶାର ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି,ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ କୃତଜ୍ଞତା

ଓଡ଼ିଶାର ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରିପ୍ରକଳ୍ପରେ ବିନିଯୋଗ ହେବ ୫ ହଜାର ୧୦୪ କୋଟି ଟଙ୍କାପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ କୃତଜ୍ଞତା

ସାଇବର ଲୁଟେରାର ଙ୍କ ହାବୁଡ଼ରେ ପଡିଗଲେ ପୂର୍ବତନ ସରକାର ରେ ଥିବା IT ମିନିଷ୍ଟର,କୋଟିଏ ୪୦ ଲକ୍ଷ ଚୂନ ଲଗାଇଲେ

ଲୁଟ୍‌ । ସେ ପୁଣି ଏମିତି ସେମିତି ବ୍ୟକ୍ତି ନୁହନ୍ତି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଆଉ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ । IITରେ ପାଠ…

ଯାତ୍ରା ମାଲିକ ଅନନ୍ତ ନା କମେଡିଆନ ନରି ପଣ୍ଡା, ସତ କହୁଛି କିଏ?

ତୁଳସୀ ଗଣନାଟ୍ୟରେ କଳାକାର ଓ ମାଲିକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦରେ ନୂଆମୋଡ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ କଳାକାର ନରି ପଣ୍ଡା ଆଣିଲେ…

ଆଗୁଆ ଚାକିରିରୁ ଅବସର ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ୍ 

୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ VRS ଆବେଦନକୁ କେନ୍ଦ୍ର ମଞ୍ଜୁରୀ କରିଥିବା ସୂଚନା ମିଳିଛି ! ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS…

ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ ।

କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM

ବିଶ୍ବଭୂଷଣଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନୟାପଲ୍ଲୀ ସ୍ଥିତ ବାସଭବନ ଠାରେ ଆଇନ ମନ୍ତ୍ରୀଙ୍କ ପିତା ତଥା ପୂର୍ବତନ ରାଜ୍ୟପାଳ…

ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଚୋର -ପୋଲିସ ଗୁଳିବିନିମୟ

ଭୁବନେଶ୍ୱର: ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର-ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଲୁଟେରା-ପୋଲିସ ଗୁଳିବିନିମୟ-ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର-ପ୍ରଥମେ କ୍ୟାପିଟାଲ…

୧୭୦ଟି ଦିନିକିଆ ଖେଳି ଶେଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ କ୍ରିକେଟର ସ୍ମିଥ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର । ଚାମ୍ପିୟନ୍ସ ଟ୍ରଫି ସେମିରେ ଭାରତ ଠାରୁ ପରାଜୟ ପରେ ଅବସର ଘୋଷଣା କଲେ ସ୍ମିଥ । ୧୭୦ଟି…

ବାଂଲାଦେଶକୁ ୫ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ(ଚାମ୍ପିୟନ୍ସ ଟ୍ରଫି )

ରାଓ୍ବଲପିଣ୍ଡିଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ୬ଷ୍ଠ ମ୍ୟାଚରେ ବାଂଲାଦେଶକୁ ୫ୱିକେଟରେ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୩୭ ରନର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୬.୧…