ପଞ୍ଜାବକୁ ୮ ୱିକେଟରେ ହରାଇଲା, ୯ ବର୍ଷ ପରେ ଫାଇନାଲକୁ ଗଲା ବାଙ୍ଗାଲୋର

IPL ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୯ ବର୍ଷ ପରେ IPL ଫାଇନାଲରେ ବାଙ୍ଗାଲୋର ୧୦ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କଲା ବାଙ୍ଗାଲୋରସ୍କୋର: ପଞ୍ଜାବ-୧୦୧,…

ପିକ୍‌ ଅପ୍‌ ଦୁର୍ଘଟଣା ଗ୍ରସ୍ତ, ୨ମୃତ ଓ ୨୫ ଆହତ

ସୁବର୍ଣ୍ଣପୁର: NH ୫୭ ହରଡ଼ଖୋଲ ଛକରେ ଦୁର୍ଘଟଣାଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକ୍‌ଅପ୍ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୨୫ ଆହତସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିବରଗଡ଼ରୁ…

ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେଏବେ କ୍ବାରେଣ୍ଟିନ୍‌ରେ ଅଛନ୍ତି କୋରୋନା ଆକ୍ରାନ୍ତବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି କୋରୋନା ଆକ୍ରାନ୍ତପୂର୍ବରୁ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା

ଅନ୍ଧାରିଆ ଆକ୍ରମଣ କରୁଛି ପାକିସ୍ତାନ,ପୁଣି କଲା ଡ୍ରୋନ ଆକ୍ରମଣ

ରାତି ହେଲେ ଆକ୍ରମଣ କରୁଛି ପାକିସ୍ତାନ-କାଶ୍ମୀରର ସାମ୍ବା ସେକ୍ଟରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ-ପଠାନକୋଟରେ ୩୦ରୁ ଅଧିକ ବିସ୍ଫୋରଣର ଶବ୍ଦ-ଜାମ୍ମୁରେ ଡ୍ରୋନ ଦେଖିବାକୁ ମିଳୁଛି-ବିସ୍ଫୋରଣ ପରେ ପୂରା ଅଞ୍ଚଳରେ…

ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନାର କର୍ଣ୍ଣେଲ ସୋଫିଆ କୁରେସିଙ୍କ ସୂଚନା

ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରିଛି: ସୋଫିଆପାକିସ୍ତାନ ଗୁରୁବାର-ଶୁକ୍ରବାର ରାତିରେ ଭାରତୀୟ ବିଭିନ୍ନ କ୍ଷେତ୍ରକୁ ଲକ୍ଷ୍ୟ କରି ୩୦୦ରୁ ୪୦୦ ଡ୍ରୋନ୍‌ ଆକ୍ରମଣ କରିଥିଲା। ଭାରତୀୟ…

ସୀମାନ୍ତ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର।

ପିଓକେରେ ଭାରତୀୟ ସେନାର ରାତି ଅଧିଆ ବିମାନ ଆକ୍ରମଣର କିଛି ଘଣ୍ଟା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଡିଜିପି ଓ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ରବି ନାୟକଙ୍କ ବଡ଼ ସୂଚନା

ଆନ୍ତୋଦୟ ଗୃହ ଯୋଜନାରେ ମିଳିବ ୫ଲକ୍ଷ ଘରଆସନ୍ତା ମାସରେ ୧ ଲକ୍ଷ ଘର ବାଣ୍ଟିବେ ସରକାରପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିଲା ୬୦ ହଜାର ଘରମେ’ ମାସ ଶେଷ ଯାଏଁ…

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀବାସଭବନରେ ଜେଡି ଭାନ୍ସଙ୍କ ପରିବାର ସହ ସମୟ ବିତାଇଲେ ମୋଦୀଜେଡି ଭାନ୍ସଙ୍କ କୁନିକୁନି ପିଲାଙ୍କ ସହ ଖେଳିଲେ ଏବଂ ସେମାନଙ୍କୁ…

ଆଜି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମହତ୍ୱ

ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଭିନ୍ନ । ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ପଣାରେ ମହକୁଛି ପଲ୍ଲୀରୁ ସହର । ଆଜି…