୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି:ମୁଖ୍ୟମନ୍ତ୍ରୀ

 ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ଅନୁଯାୟୀ ରାଜ୍ୟର…

୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି:ମୁଖ୍ୟମନ୍ତ୍ରୀ

ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦,…

ସ୍ୱାଧୀନତା ଦିବସ ଅବସରରେ ମୋଦିଙ୍କ ବଡ଼ ବାର୍ତ୍ତା

ଆଜି ଭାରତ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆତଙ୍କବାଦୀଙ୍କୁ ଜବାବ ଦେଇ ସେ କହିଛନ୍ତି…

ଜଗନ୍ନାଥଙ୍କ ନାମକୁ ନେଇ ବିକ୍ରି

ଭୁବନେଶ୍ୱର: ପୁଣି ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ନେଇ ବ୍ୟବସାୟ । ଅନ୍‌ଲାଇନରେ ମହାପ୍ରସାଦ ବିକ୍ରି ନେଇ ବିବାଦ ଥମି ନଥିବା ବେଳେ ପୁଣି ଜଗନ୍ନାଥଙ୍କ ନାମରେ ପିଜା…

ଟଳିଲେ ଦୁଇ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ…

ମାଙ୍କଡ଼ାପଥର ଓ ମୋରମ ଗଦାରୁ ବେଧଡ଼କ ଲୁଟ୍‌

ସୁକିନ୍ଦା ତହସିଲ ଆମ୍ପଳୋବା ପଞ୍ଚାୟତ ଜାମୁପଶି ଗାଁର ସରପଞ୍ଚ ନବଜ୍ୟୋତି ସାହୁଙ୍କ ନାରେ ଅଭିଯୋଗ ହୋଇଛି। ପୋଖରୀ ପାର୍ଶ୍ବରେ ଥିବା ମଙ୍ଗଳା ମନ୍ଦିରରେ ୩ ବର୍ଷ ତଳୁ…

ଦିଲ୍ଲୀ ଯିବେ ସୁରୁ ତୁରିଆ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପାଖକୁ ଆସିଛି ଦିଲ୍ଲୀ ଡାକରା ରାଷ୍ଟ୍ରପତି ଭବନରୁ । ଆଦିବାସୀ ମହିଳା…

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର : ରାଜଧାନୀରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର…

ସୋର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍! 

ସୋର, ୪/୮ : ବାଲେଶ୍ଵର ଜିଲ୍ଲା ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍। ବ୍ୟବସାୟୀଙ୍କ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କାର ଲୁଟ୍। ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୋର…

କଲିକତା ଯାଇ ଦିଦିଙ୍କ ସହ କଥା ହୋଇ ଠିକ ସମୟରେ ଠିକ ଦରରେ ଦେଲେ ଆଣିବୁ, ନଚେତ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ କହିଲେ ମନ୍ତ୍ରୀ ।

ରାଜ୍ୟରେ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି। କିନ୍ତୁ ଆବଶ୍ୟକ ହେଉଛି ୧୪ ଲକ୍ଷ ମେଟ୍ରିକ ଟନ ଆଳୁ | ଆମେ ପଶ୍ଚିମବଙ୍ଗ କିମ୍ବା…

ଆସନ୍ତା କାଲି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

କାଲି ଶ୍ରୀମନ୍ଦିରରେ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଚିତାଲାଗି ନୀତିଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥଙ୍କ ଦର୍ଶନଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବାରୁ ଦର୍ଶନ ବନ୍ଦପ୍ରଥମ…