ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକ ପାଳନ କରାଯିବ । ଆଜିଠାରୁ ୧୬ ବର୍ଷରୁ କମ୍ ବୟସର…

୨୦୨୬ ଟି–୨୦ ୱାର୍ଲ୍ଡ କପ୍ ମିଶନ୍‌ ଆରମ୍ଭ କଲା ଭାରତ; ନେତୃତ୍ୱରେ ସୂର୍ଯ୍ୟକୁମାର

ଭାରତୀୟ କ୍ରିକେଟ୍ ଦଳର ସୁବର୍ଣ୍ଣ ଯୁଗ ! ୨୦୨୪ ଟି–୨୦ ୱାର୍ଲ୍ଡ କପର ଐତିହାସିକ ସଫଳତା ପରେ ଏବେ ଟିମ୍ ସିଧାସଳଖ ୨୦୨୬ ୱାର୍ଲ୍ଡ କପ୍ ମିଶନ୍‌…

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ,ସରପଞ୍ଚ ହେବାକୁ ହେଲେ…..

ଜଣେ ଲୋକ ପ୍ରତିନିଧି ଭାବେ ସରପଞ୍ଚଙ୍କ ଦାୟିତ୍ୱକୁ କମ୍ ଗୁରୁତ୍ୱ ଦେଇ ହେବ ନାହିଁ । ଜଣେ ସରପଞ୍ଚଙ୍କ ପାଇଁ ଯଥେଷ୍ଟ ସାହିତ୍ୟ ଜ୍ଞାନର ଆବଶ୍ୟକତା ନାହିଁ…

ଦକ୍ଷିଣ ଆଫ୍ରିକା ଆଗରେ ଭାରତର ୩୫୯ ଟାର୍ଗେଟ୍

ନିର୍ଦ୍ଧାରିତ ୫୦ ଓଭରରେ ଭାରତର ସ୍କୋର ୩୫୮/୫-ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ-କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍‌…

କୋଡିଏ ବର୍ଷ ପରେ ଭାରତକୁ ମିଳିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର

ଭାରତକୁ ଫେରିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ସ୍ଵପ୍ନକୁ କରିବ ପ୍ରଗାଢ଼। ଦୀର୍ଘ୨୦ ବର୍ଷ ପରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର…

ରକେଟ୍ ବିକ୍ରମ-୧ର ଉଦଘାଟନ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ୍‌ର ଉଦଘାଟନରକେଟ୍‌ ବିକ୍ରମ-୧ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦିଭିଡିଓ କନ୍‌ଫରେନ୍ସ ଜରିଆରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀହାଇଦ୍ରାବାଦର…

ଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଗଲେ ରାଷ୍ଟ୍ରପତି।

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଗଲେବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀବିମାନବନ୍ଦର ପରିସରରେ…

ନିଜେ ଚାଲିଗଲେ ବସ ଚାଳକ, ହେଲେ ବଞ୍ଚାଇଦେଲେ ୨୫ ଜୀବନ

ମାଲକାନଗିରି: ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ୍‌ ଡ୍ରାଇଭରବସ୍‌ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ…

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୨ ଗୋରୁ ମୃତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର…