ଆଜି ଆଇପିଏଲ୍‌ ପ୍ଲେ ଅଫ୍‌ର ପ୍ରଥମ ଲଢ଼େଇ, ପ୍ରଥମ କ୍ବାଲିଫାୟର୍‌ରେ ପଞ୍ଜାବ କିଙ୍ଗ୍ସ- ଆର୍‌ସିବି ମୁହାଁମୁହିଁ ହେବେ। 

ମୁଲାନପୁର: ଗୁରୁବାରଠାରୁ ଆରମ୍ଭ ହେଉଥିବା ଆଇପିଏଲ୍‌ ପ୍ଲେ ଅଫ୍‌ର ପ୍ରଥମ ଲଢ଼େଇ ଅର୍ଥାତ୍ ପ୍ରଥମ କ୍ବାଲିଫାୟର୍‌ରେ ପଞ୍ଜାବ କିଙ୍ଗ୍ସ-ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁ (ଆର୍‌ସିବି)ରୁ ମୁହାଁମୁହିଁ ହେବେ। ଉଭୟ…

ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ।

ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ଯୋଜନା ଅନୁସାରେ ଆଦିବାସୀଙ୍କ ଜମି ଉପରେ…

୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନ

BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନBSF ଯବାନ ପୂର୍ଣ୍ଣମ…

ଆମ ଭଉଣୀଙ୍କ ମଥାର ସିନ୍ଦୂର ପୋଛିବାର ପରିଣାମ କେତେ ଭୟଙ୍କର ଆତଙ୍କୀ ବୁଝିଗଲେ :ମୋଦି

ଏପ୍ରିଲରେ ପହଲଗାମ୍ ହମଲାର ବର୍ବରତା ପୂରା ଦୁନିଆ ଦେଖିଲା-ଛୁଟି କାଟିବାକୁ ଯାଇଥିବା ପର୍ଯ୍ଯଟକଙ୍କୁ ନିଜ ପରିବାର ସାମ୍ନାରେ, ପିଲାଙ୍କ ସାମ୍ନାରେ ନିର୍ମମ ଭାବ ହତ୍ୟା କରାଗଲା-ଦେଶର ସଦଭାବନାକୁ…

ମେ ୧୦ରୁ ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତ, ବିଜେପି ଶିବିର ସରଗରମ।

ମେ ୧୦ରୁ ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତକେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପଦାଧିକାରୀଙ୍କ ପ୍ରସ୍ତୁତି ବୈଠକବିଜେପି ରାଜ୍ୟ ସଭାପତି ମନମୋହନଙ୍କ ଅଧ୍ୟକ୍ଷତାରେ ବୈଠକ

ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍‌ ଜାରି କରିଛି।

ଶ୍ରୀମନ୍ଦିର ଦଇତାପତି ନିଯୋଗ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ‌ନୋଟିସ୍‌ ଜାରି ହୋଇଛି। ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଲେ ଅନୁରୋଧ କହିଲେ, ‘ଆତଙ୍କୀ ହମଲା ନେଇ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ”ମିଳିତ ଭାବେ ଦେଶ ସଙ୍କଟ ଉପରେ ଆଲୋଚନା ଜରୁରୀ’: ରାହୁଲ

ଢାବା ମାଲିକଙ୍କୁ ଗୁଳିକରି ଚମ୍ପଟ ‘ ମାରୁଥିଲେ,ପୋଲିସର ୨ ଡକାୟତଙ୍କୁ ଏନକାଉଣ୍ଟର

ରାଉରକେଲାରେ ଡବଲ ଏନକାଉଣ୍ଟରଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସର ଏନକାଉଣ୍ଟରଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟରଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି…

ଖରାଦିନରେ କରନ୍ତୁ Ice Facial, ଫ୍ରେସ ଲାଗିବା ସହ ଚମକିବ ତ୍ୱଚା। କେମିତି କରିବେ ଜାଣନ୍ତୁ ପୁରା ପ୍ରସେସ।

ଆଇସ୍ ଫେସିଆଲ ହେଉଛି ଏକ ସ୍କିନ୍ କେୟାର୍ ଟ୍ରିଟମେଣ୍ଟ ଯାହା ସ୍କିନକୁ ସତେଜ ରଖିବା ପାଇଁ ବରଫ କିମ୍ବା ବରଫ କ୍ୟୁବ୍ ବ୍ୟବହାର କରେ । ଆଇସ୍…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା।…..

ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି । ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂବବର୍ଷରେ ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା…

ବିଜେପି ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ବଡ଼ ବୟାନ

ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତିପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନଦଳରେ କ’ଣ ଅଛି ଯେ, ଦଳ ଗଢ଼ିବେବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି’ମୋ ବିରୋଧରେ ବି…