ମାଘ ସପ୍ତମୀରେ ଚଳଚଞ୍ଚଳ ଚନ୍ଦ୍ରଭାଗା

ଫୋକସ ପ୍ଲସ ୨୮/୧/୨୩(କୋଣାର୍କ):ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ଚଳଚଂଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ।…