ରାଜଧାନୀରେ ଦିନ କୁ ଦିନ ବଢି ଚାଲିଛି ଗଣଦୁଷ୍କର୍ମ |

ଫୋକସ ପ୍ଲସ୧୮/୧/୨୩(ଭୁବନେଶ୍ବର): ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଗଣ ଦୁଷ୍କର୍ମ। ରାଜଧାନୀ ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ହାତଗୋଡ ବାନ୍ଧି ସାରା ରାତି ଗଣଦୁଷ୍କର୍ମ କରାଯାଇଛି। ଗୋଟିଏ…