ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ

ଫୋକସ ପ୍ଲସ ୨୮/୧/୨୩(ସୁବର୍ଣ୍ଣପୁର):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ଆଜି ସକାଳୁ ଟ୍ରେନ୍‌ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅବିନାଶ ମିଶ୍ର…