ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟାକଲା, ଅଟକାଇବାକୁ ଯାଇଥିବା ଦୁଇଜଣ ଗୁରୁତର ଆହତ!!

ଜଗତସିଂହପୁର: ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟାକଲା ନିଶାସକ୍ତ ଯୁବକ।ଯୁବକକୁ ଅଟକାଇବାକୁ ଯାଇ ଦୁଇଜଣ ଗୁରୁତର ଆହତ।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ…